ପୁରୀ: ରାଜ୍ୟ କତା ନିଗମ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା; ସମସ୍ୟାର ସମାଧାନ ପାଇଁ ପୁରୀ ସର୍କିଟ୍ ହାଉସରେ ବୈଠକ, ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମହେଶ୍ୱର ମହାନ୍ତି, ପୁରୀ ଜିଲ୍ଲାପାଳ ଓ ରାଜ୍ୟ କତା ନିଗମ ନିର୍ଦ୍ଦେଶକ ଉପସ୍ଥିତ, ଆନ୍ଦୋଳନ ଯୋଗୁଁ ରଥ ଦଉଡ଼ି ନେଇ ଅନିଶ୍ଚିତତା ଲାଗିରହିଛି