ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦଂପତିଙ୍କୁ ଅସମ୍ମାନ ଚର୍ଚ୍ଚା ପ୍ରସଙ୍ଗ: ଏମିତି କିଛି ଘଟିନାହିଁ କହିଲେ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକ; ଶ୍ରୀମନ୍ଦିରରେ କିଛି ସେବାୟତ ପାଖକୁ ଆସିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ଅଟକାଇ ଦିଆଯାଇଥିଲା, ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କ ଅଫିସରୁ କିଛି ଚିଠି ଦିଆଯାଇନାହିଁ