ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଲେ-ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ, ସୂଚନା ଅଧିକାର ଆଇନ ବଳରେ ମାଗିଲେ ବି ମିଳିବନି ରିପୋର୍ଟ