ପୁରୀ ଏସ୍‌ପିଙ୍କୁ ବରିଷ୍ଠ ସେବାୟତ ବିନାୟକ ଦାଶମହାପାତ୍ରଙ୍କ ଚ୍ୟାଲେଞ୍ଜ: ଏସ୍‌ପି ସିସିଟିଭିରେ ଦେଖାଇ ପାରିବେକି ମୁଁ ଭଙ୍ଗାରୁଜା କରୁଛି, ସେବାୟତଙ୍କ ସପକ୍ଷରେ କହୁଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର ହେଉଛି