କଲ୍ୟାଣସିଂପୁର: ଶୁଳିପଦର ଗାଁରେ ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ସ୍ୱାମୀ, ସ୍ତ୍ରୀ ମୃତ; ରାତିରେ ଶୋଇଥିବା ବେଳେ ମାଟି କାନ୍ଥ ପଡ଼ି ଉଭୟଙ୍କ ମୃତ୍ୟୁ