ଲଗାଣ ବର୍ଷା ନେଇ SRC ବିଷ୍ଣୁପଦ ସେଠୀଙ୍କ ସୂଚନା: କହିଲେ- ସ୍ଥିତି ଅନୁଧ୍ୟାନ ସହ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି, ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ଓଡ୍ରାଫ ଟିମ୍ ସଜାଗ ଅଛନ୍ତି, ଆବଶ୍ୟକ ହେଲେ ଓଡ୍ରାଫ ଟିମ୍ ପଠାଯିବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।