କଲ୍ୟାଣସିଂହପୁର: ରାୟଗଡ଼ା-କୋରାପୁଟ, ରାଉଳି-ଲେଲିଗୁମା ମଧ୍ୟରେ ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ: ଭାଲୁମୁସ୍କା ଷ୍ଟେସନ୍‌ରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍, ଟିକିରି ଷ୍ଟେସନ୍‌ରେ ଅଟକିଛି କୋରାପୁଟ-ବିଶାଖାପାଟଣା DMU

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।