ରାଜଗାଙ୍ଗପୁରସ୍ଥିତ OCL ସିମେଣ୍ଟ କାରଖାନାକୁ ପୁଣି ଛଡ଼ାଗଲା ପାଣି: ଆମଘାଟ ରିଜର୍ଭର ନିକଟରେ ୮ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ପାଣି ଛଡ଼ାଗଲା, ଗ୍ରାମ୍ୟ କମିଟି ଗତ ଅଢେଇ ମାସ ହେଲା କାରଖାନାକୁ ପାଣି ବନ୍ଦ କରିଥିଲେ