ରାୟଗଡ଼ା: ଲଗାଣ ବର୍ଷାରେ ଫୁଲିଲା ନାଗାବଳୀ ଓ ବଂଶଧାରା ନଦୀ;ଗୁଣପୁର ନିକଟରେ ବଂଶଧାରା ବିପଦ ସଙ୍କେତ ନିକଟତର, ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ୮୨.୩୨ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବର୍ଷା ପାଣି