କଲ୍ୟାଣସିଂହପୁର: ଶିବ ମନ୍ଦିରରେ ନକ୍ସଲ ଲଗାଇଛନ୍ତି ପୋଷ୍ଟର୍‌, ବା-ଘୁ-ନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛି, ପୋଷ୍ଟର୍‌ରେ ନିୟମଗିରିକୁ ସୁରକ୍ଷା ଦାବି ଉଲ୍ଲେଖ କରାଯାଇଛି