ରାଉରକେଲା: ସାମ୍ନାକୁ ଆସିଲା ପିଲା ଚୋର ଘଟଣାର ଜଘନ୍ୟ ସତ; ଘଟଣା ସଂପର୍କରେ ମୁହଁ ଖୋଲିଲେ ମାଡ଼ ଖାଇଥିବା ପୀଡ଼ିତା, କହିଲେ- ଦୁଷ୍କର୍ମ ଉଦ୍ୟମକୁ ପ୍ରତିବାଦ କରିବାରୁ ପିଲା ଚୋର କହି ମାଡ଼ ମାରିଲେ, ୧୭ ତାରିଖ ରାତିରେ ଇନ୍ଦିରା ନଗରରେ ମହିଳାଙ୍କୁ ମାଡ଼ ହୋଇଥିଲା