ରାଉରକେଲା: ଉଦିତ୍‌ନଗର ଥାନା ମାଲଗୋଦାମ ବସ୍ତିରେ ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ୨ ନାବାଳିକା ମୃତ; ମୃତକଙ୍କ ବୟସ ୫ ଓ ୭ ବର୍ଷ ସୂଚନା