ରାଉରକେଲା: ଯୁବତୀଙ୍କୁ ପାହାଡ଼କୁ ଟେକିନେଇ ଦୁଇ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ, ପ୍ଲାଣ୍ଟସାଇଟ୍ ଥାନାରେ ଏତଲା, ୨ଅଭିଯୁକ୍ତ ଫେରାର୍, ଗତ ୨୮ ତାରିଖରେ ହୋଟେଲ୍‌ରୁ କାମ ସାରି ଘରକୁ ଫେରୁଥିଲା ବେଳେ ଯୁବତୀଙ୍କୁ ଉଠାଇ ନେଇଥିଲେ