ବଲାଙ୍ଗିର: ସଇଁତଳା ଥାନା ଗୁର୍ଲାମାଳ ଗାଁରେ ବାହାଘର ଭୋଜି ଖାଇ ୬୦ ଅସୁସ୍ଥ, ସମସ୍ତଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି