ସମ୍ବଲପୁର: ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୬.୩୧ ଫୁଟ୍ ରହିଛି, ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି, ଜଳ ଭଣ୍ଡାରରୁ ୩ ଲକ୍ଷ ୨୧ ହଜାର ୩୫୭ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି