ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍‌ ପାଇଲା କ୍ରାଇମବ୍ରାଞ୍ଚର STF: ନିଜ ଭାଇ ଜରିଆରେ ଟିଟୋ ନିର୍ମାଣାଧୀନ ଓଡ଼ିଆ ଫିଲ୍ମରେ ଟଙ୍କା ଲାଗାଇଛି, ଫିଲ୍ମର ଏବେ ଶୁଟିଂ ଚାଲିଛି, ଅନ୍ୟ ଏକ ଫିଲ୍ମରେ ଟଙ୍କା ଲାଗିଛି କି ନାହିଁ ତଦନ୍ତ କରୁଛି STF

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।