ମେଡିକାଲରେ ଡାକ୍ତର ପଦବୀ ପୂରଣ ଦାବିରେ ବିନିକାବାସୀଙ୍କ ପକ୍ଷରୁ ଆଜି ବିନିକାରେ ସବୁ ସରକାରୀ ଅଫିସ୍ ବନ୍ଦ: କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ଡାକରା ଦିଆଯାଇଛି