ସୁନ୍ଦରଗଡ଼: ତଳସରା ଥାନା ହୋମଗାର୍ଡଙ୍କୁ ହତ୍ୟା ଘଟଣା; ୩ ଅଭିଯୁକ୍ତ ପୋଲିସ୍ ଦ୍ୱାରା ଅଟକ, କାଲି ଜଙ୍ଗଲରେ ଠାକୁରାଣୀଙ୍କ ପାଖରେ ବୋଦା ବଳି ପଡ଼ିଥିଲା, ବୋଦା ମୁଣ୍ଡ ନେବାକୁ ବଚସାରୁ ହୋମଗାର୍ଡଙ୍କ ମୁଣ୍ଡ ଗଡ଼ିଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।