ସେପ୍ଟେମ୍ୱରର ୫ରୁ ଜୋରଦାର ହେବ ଶିକ୍ଷକଙ୍କ ଆନ୍ଦୋଳନ, ଗୁରୁଦିବସକୁ କଳା ଦିବସ ଭାବେ ପାଳିବାକୁ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିର ନିଷ୍ପତ୍ତି; ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବ ମଞ୍ଚ