ଟିଟିଲାଗଡ଼: ମାଥନପଲା ପ୍ରୋଜେରେ ବଣଭୋଜି ବେଳେ ବଜ୍ରପାତ; ୨ ମୃତ, ଜଣେ ଗୁରୁତର, ମୃତକଙ୍କ ମଧ୍ୟରେ ଜଣେ CRPF ଯବାନ, କଳାହାଣ୍ଡି ରାମପୁର ଅଞ୍ଚଳରୁ ବଣଭୋଜିକୁ ଆସିଥିଲେ