ତିତ୍‌ଲି କ୍ଷତି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଗଠନ କଲେ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି, ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂଙ୍କୁ ଗୁରୁ ଦାୟିତ୍ୱ, ପ୍ରଭାବିତ ୩ ଜିଲ୍ଲାକୁ ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ନିର୍ଦ୍ଦେଶ