ଆଜି ସଂଧ୍ୟା ସୁଦ୍ଧା ପାରଳାଖେମୁଣ୍ଡି ସହରକୁ ବିଦ୍ୟୁତ୍‌ ଦିଆଯିବ ବୋଲି କହିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ