ଏଟିଏମ୍‌ରୁ ଦିନକୁ ଉଠାଇ ହେବ ଦଶ ହଜାର ଟଙ୍କା

ନୂଆଦିଲ୍ଲୀ: ଏଟିଏମ୍‌ରୁ ଟଙ୍କା ଉଠାଣ କୋହଳ ହେଲା। ଏଣିକି ଦୈନିକ ୧୦,୦୦୦ ଟଙ୍କା ଉଠାଇ ହେବ। ପୂର୍ବରୁ ଏହି ସୀମା ୪,୫୦୦ ଟଙ୍କା ଥିଲା। ଟଙ୍କା ଉଠାଣ ସୀମା ବଢ଼ାଇବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ତତ୍‌କ୍ଷଣାତ ଲାଗୁ ହୋଇଛି। ତେବେ ସପ୍ତାହକୁ ୨୪,୦୦୦ ଟଙ୍କା ଉଠାଣ ସୀମା ଅପରିବର୍ତ୍ତିତ ରହିଛି। ସେହିପରି କରେଣ୍ଟ ଆକାଉଣ୍ଟରୁ ସପ୍ତାହକୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ପୂର୍ବରୁ କରେଣ୍ଟ ଆକାଉଣ୍ଟରୁ ସପ୍ତାହକୁ […]

rbi

rbi

Rakesh Mallick
  • Published: Monday, 16 January 2017
  • Updated: 16 January 2017, 07:55 PM IST

Sports

Latest News

ନୂଆଦିଲ୍ଲୀ: ଏଟିଏମ୍‌ରୁ ଟଙ୍କା ଉଠାଣ କୋହଳ ହେଲା। ଏଣିକି ଦୈନିକ ୧୦,୦୦୦ ଟଙ୍କା ଉଠାଇ ହେବ। ପୂର୍ବରୁ ଏହି ସୀମା ୪,୫୦୦ ଟଙ୍କା ଥିଲା। ଟଙ୍କା ଉଠାଣ ସୀମା ବଢ଼ାଇବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ତତ୍‌କ୍ଷଣାତ ଲାଗୁ ହୋଇଛି। ତେବେ ସପ୍ତାହକୁ ୨୪,୦୦୦ ଟଙ୍କା ଉଠାଣ ସୀମା ଅପରିବର୍ତ୍ତିତ ରହିଛି। ସେହିପରି କରେଣ୍ଟ ଆକାଉଣ୍ଟରୁ ସପ୍ତାହକୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ପୂର୍ବରୁ କରେଣ୍ଟ ଆକାଉଣ୍ଟରୁ ସପ୍ତାହକୁ ୫୦,୦୦୦ ଟଙ୍କା ଉଠାଇ ହେଉଥିଲା। ଏହି ନିୟମ ଓଭରଡ୍ରାଫ୍ଟ ଓ କ୍ୟାସ୍‌ କ୍ରେଡିଟ୍‌ ଆକାଉଣ୍ଟ ପାଇଁ ମଧ୍ୟ ଲାଗୁ ହେବ ବୋଲି ଆରବିଆଇ ଏକ ବିଜ୍ଞପ୍ତିରେ ଦର୍ଶାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story