‘୨ରୁ ୩ ମାସରେ ଉଦଘାଟନ ହେବ ଟାଟାଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ’

ଭୁବନେଶ୍ୱର: ଆସନ୍ତା ୨ରୁ ୩ ମାସ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ଉଦଘାଟନ ହେବ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଟାଟା ଷ୍ଟିଲ ଇଣ୍ଡିଆ ଓ ସାଉଥ୍ ଇଷ୍ଟ ଏସିଆ ଏମଡି ଟି. ଭି. ନରେନ୍ଦ୍ର। ସେ କହିଛନ୍ତି, କଲିଙ୍ଗନଗର ପ୍ରକଳ୍ପର କମିଶନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। କୋର ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବା ସହ ବ୍ଲାଷ୍ଟ ଫର୍ଣ୍ଣେସ ହିଟିଂ କାମ ମଧ୍ୟ ଆରମ୍ଭ ହୋଇଛି। ସେହିପରି ଟାଟା […]

tata style

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 04:54 PM IST

ଭୁବନେଶ୍ୱର: ଆସନ୍ତା ୨ରୁ ୩ ମାସ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ଉଦଘାଟନ ହେବ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଟାଟା ଷ୍ଟିଲ ଇଣ୍ଡିଆ ଓ ସାଉଥ୍ ଇଷ୍ଟ ଏସିଆ ଏମଡି ଟି. ଭି. ନରେନ୍ଦ୍ର। ସେ କହିଛନ୍ତି, କଲିଙ୍ଗନଗର ପ୍ରକଳ୍ପର କମିଶନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। କୋର ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବା ସହ ବ୍ଲାଷ୍ଟ ଫର୍ଣ୍ଣେସ ହିଟିଂ କାମ ମଧ୍ୟ ଆରମ୍ଭ ହୋଇଛି। ସେହିପରି ଟାଟା ଷ୍ଟିଲର ଗୋପାଳପୁର ପ୍ରକଳ୍ପକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ନରେନ୍ଦ୍ର ସୂଚନା ଦେଇଛନ୍ତି।

Related story