୨୦୧୬-୧୭ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତ ହେବ

ନୂଆଦିଲ୍ଲୀ: ବର୍ତ୍ତମାନ ବଜାର ଦର ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ୭.୧ ପ୍ରତିଶତ ହେବ। ଆଜି ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଆକଳନ କରାଯାଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୭୫ରୁ ୭.୫ ପ୍ରତିଶତ ମଧ୍ୟରେ ରହିବ। ନୋଟବନ୍ଦୀ ପ୍ରଭାବରୁ ମୁକ୍ତ ହୋଇ କମ ସମୟରେ ଅର୍ଥନୀତି ଅଭିବୃଦ୍ଧି ଦିଗରେ ଗତି କରିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି। […]

Arvind Subramanian

Arvind Subramanian

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 10:15 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ବଜାର ଦର ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ୭.୧ ପ୍ରତିଶତ ହେବ। ଆଜି ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଆକଳନ କରାଯାଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୭୫ରୁ ୭.୫ ପ୍ରତିଶତ ମଧ୍ୟରେ ରହିବ।

ନୋଟବନ୍ଦୀ ପ୍ରଭାବରୁ ମୁକ୍ତ ହୋଇ କମ ସମୟରେ ଅର୍ଥନୀତି ଅଭିବୃଦ୍ଧି ଦିଗରେ ଗତି କରିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି। ସପ୍ତମ ବେତନ କମିଶନ ଲାଗୁ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ଉପରେ ଚାପ ରହିବ। ସାର୍ବଜନୀନ ମୌଳିକ ଭତ୍ତା ବା ୟୁନିଭର୍ସାଲ ବେସିକ ଇନକମ ପ୍ରସ୍ତାବ ସାମାଜିକ ସୁରକ୍ଷା ଲାଗି ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ ବର୍ତ୍ତମାନ ସ୍ଥିତିରେ ଏହାକୁ ଲାଗୁ କରାଯାଇ ପାରିବନାହିଁ। ଆସନ୍ତା ଏପ୍ରିଲ ସୁଦ୍ଧା ନୋଟବନ୍ଦୀ ଦ୍ୱାରା ଉତ୍ପନ୍ନ ଟଙ୍କା ଅଭାବ ସ୍ଥିତି ସୁଧୁରି ଯିବ ବୋଲି ଆଶା କରାଯାଇଛି।

ଅର୍ଥ ମନ୍ତ୍ରାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story