୬ ସପ୍ତାହ ପାଇଁ ମ୍ୟାଗି ଉପରୁ ହଟିଲା ପ୍ରତିବନ୍ଧକ

ମୁମ୍ବାଇ: ମ୍ୟାଗିକୁ ମିଳିଛି ଆଶ୍ୱସ୍ତି। ସାମୟିକ ସମୟ ପାଇଁ ମ୍ୟାଗି ଉପରୁ ହଟିଛି ପ୍ରତିବନ୍ଧକ। ସମଗ୍ର ଦେଶରୁ ମ୍ୟାଗି ଉପରୁ ବ୍ୟାନ୍ ହଟାଇଛନ୍ତି ବମ୍ୱେ ହାଇକୋର୍ଟ। ଏହା ଉପରେ ଲାଗିଥିବା ବ୍ୟାନ ଉପରେ ୬ ସପ୍ତାହ ପାଇଁ ରହିତାଦେଶ ଜାରି କରିଛନ୍ତି କୋର୍ଟ। ପରୀକ୍ଷା ନ ସରିବା ଯାଏଁ ପ୍ରସ୍ତୁତି ଓ ବିକ୍ରି ଉପରେ ନିଷେଧା ଦେଶ ଜାରି କରିଛନ୍ତି କୋର୍ଟ। ପୁଣିଥରେ ଏହାର ନମୁନା ପରୀକ୍ଷା କରିବା ପାଇଁ କୋର୍ଟ କହିଛନ୍ତି। ପଞ୍ଜ।ବ, ଜୟପୁର, ହାଇଦ୍ରାବାଦ […]

maggi

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 08:23 AM IST

ମୁମ୍ବାଇ: ମ୍ୟାଗିକୁ ମିଳିଛି ଆଶ୍ୱସ୍ତି। ସାମୟିକ ସମୟ ପାଇଁ ମ୍ୟାଗି ଉପରୁ ହଟିଛି ପ୍ରତିବନ୍ଧକ। ସମଗ୍ର ଦେଶରୁ ମ୍ୟାଗି ଉପରୁ ବ୍ୟାନ୍ ହଟାଇଛନ୍ତି ବମ୍ୱେ ହାଇକୋର୍ଟ। ଏହା ଉପରେ ଲାଗିଥିବା ବ୍ୟାନ ଉପରେ ୬ ସପ୍ତାହ ପାଇଁ ରହିତାଦେଶ ଜାରି କରିଛନ୍ତି କୋର୍ଟ। ପରୀକ୍ଷା ନ ସରିବା ଯାଏଁ ପ୍ରସ୍ତୁତି ଓ ବିକ୍ରି ଉପରେ ନିଷେଧା ଦେଶ ଜାରି କରିଛନ୍ତି କୋର୍ଟ। ପୁଣିଥରେ ଏହାର ନମୁନା ପରୀକ୍ଷା କରିବା ପାଇଁ କୋର୍ଟ କହିଛନ୍ତି। ପଞ୍ଜ।ବ, ଜୟପୁର, ହାଇଦ୍ରାବାଦ ଲ୍ୟାବକୁ ପ୍ରତିବ୍ୟାଚର ୫ଟି ସାମ୍ପୁଲ ପଠାଇବା ପାଇଁ କୁହାଯାଇଛି। ମାଗିର ବିକ୍ରି ଉପରେ ଓଡିଶା ସମେତ ବିଭିନ୍ନ ରାଜ୍ୟ ପ୍ରତିବନ୍ଧକ ଲଗାଇଥିଲେ।

Related story