ଯୋଜନା ଆୟୋଗକୁ ଉଠାଇ ଦେବା ଭାରତ ପାଇଁ କ୍ଷତିକାରକ ହୋଇଛି: ମନମୋହନ ସିଂହ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ନୀତି ବାଟବଣା ହୋଇଯାଇଛି। ମୋଦି ସରକାର ଯୋଜନା ଆୟୋଗକୁ ଉଠାଇଦେବା ପରେ ଏହା ଦିଗହରା ହୋଇଯାଇଛି। ଗୁରୁବାର ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଶ୍ରୀ ସିଂହ କହିଛନ୍ତି ଯେ ମୋଦି ସରକାର ସମୟରେ ଦେଶରେ ବିକାଶ ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବିକାଶରେ ବାଧା ସୃଷ୍ଟି ହୋଇଛି। ଦେଶରେ ପ୍ରଣୟନ ହୋଇଥିବା ଅର୍ଥନୈତିକ ନୀତିରେ କୌଣସି ନିର୍ଦ୍ଦିଷ୍ଟ ଦିଗ ନାହିଁ। ତାଙ୍କ ସରକାର ସମୟରେ ଦେଶର ଅର୍ଥନୈତିକ […]

manamohan shing

manamohan shing

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 04:31 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ନୀତି ବାଟବଣା ହୋଇଯାଇଛି। ମୋଦି ସରକାର ଯୋଜନା ଆୟୋଗକୁ ଉଠାଇଦେବା ପରେ ଏହା ଦିଗହରା ହୋଇଯାଇଛି। ଗୁରୁବାର ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।

ଶ୍ରୀ ସିଂହ କହିଛନ୍ତି ଯେ ମୋଦି ସରକାର ସମୟରେ ଦେଶରେ ବିକାଶ ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବିକାଶରେ ବାଧା ସୃଷ୍ଟି ହୋଇଛି। ଦେଶରେ ପ୍ରଣୟନ ହୋଇଥିବା ଅର୍ଥନୈତିକ ନୀତିରେ କୌଣସି ନିର୍ଦ୍ଦିଷ୍ଟ ଦିଗ ନାହିଁ। ତାଙ୍କ ସରକାର ସମୟରେ ଦେଶର ଅର୍ଥନୈତିକ ବିକାଶ ପାଇଁ ଯୋଜନା ଆୟୋଗରେ କୌଣସି ତ୍ରୁଟି ନ ଥିଲା। ବିକାଶ ପାଇଁ ସକରାତ୍ମକ ଯୋଜନା ରହିଥିଲା ବୋଲି ସେ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୯୮ ତମ ଜନ୍ମବାର୍ଷିକୀ ଅବସରରେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ନ୍ୟାସନାଲ କନଭୋକେସନର ଉଦଘାଟନ କରି ଏହା କହିଥିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ। ଏହି ସମୟରେ ସେ ଦଳୀୟ କର୍ମୀଙ୍କୁ କହିଥିଲେ ଯେ ଯୋଜନା ଆୟୋଗର ଉଠେଇ ଦେବାରୁ କିପରି ଦେଶରେ ବିକାଶ ବାଧାପ୍ରାପ୍ତ ହୋଇଛି ସେନେଇ ଲୋକଙ୍କୁ ଅବଗତ କର। ଦେଶର ବିକାଶ ପାଇଁ ସ୍ୱର୍ଗତ ଇନ୍ଦିରା ଗାନ୍ଧି ଜବାହାର ଲାଲ ନେହେରୁଙ୍କ ପଦାଙ୍କ ଅନୁସରଣ କରୁଥିଲେ। ଯୋଜନା ଆୟୋଗ ମଧ୍ୟରେ ଦେଶରେ ବିକାଶ ସମ୍ଭବ ବୋଲି ସେ ଗୁରତ୍ୱ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story