ଏୟାର ଇଣ୍ଡିଆ ନିୟମିତ କର୍ମଚାରୀଙ୍କ ଦରମା ୨% ବଢ଼ାଇବ

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ପରେ ଏୟାର ଇଣ୍ଡିଆ ତା’ର ନିୟମିତ କର୍ମଚାରୀଙ୍କ ଦରମା ୨ ପ୍ରତିଶତ ବଢ଼ାଇବ। ଏପରି ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏ. ଜୟଚନ୍ଦ୍ରନ। ସେ କହିଛନ୍ତି,“ଗତବର୍ଷ ଏୟାର ଇଣ୍ଡିଆକୁ ପରିଚାଳନାଗତ ଲାଭ ମିଳିଛି। ସେଥିପାଇଁ ଏୟାର ଇଣ୍ଡିଆର ସମସ୍ତ ଶ୍ରେଣୀର ନିୟମିତ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।” ବିମାନ ଇନ୍ଧନ ଦାମ କମିବା ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଗତବର୍ଷ ଏୟାର ଇଣ୍ଡିଆକୁ ୧୦୫ […]

air-india

air-india

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 08:58 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ପରେ ଏୟାର ଇଣ୍ଡିଆ ତା’ର ନିୟମିତ କର୍ମଚାରୀଙ୍କ ଦରମା ୨ ପ୍ରତିଶତ ବଢ଼ାଇବ। ଏପରି ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏ. ଜୟଚନ୍ଦ୍ରନ।

ସେ କହିଛନ୍ତି,“ଗତବର୍ଷ ଏୟାର ଇଣ୍ଡିଆକୁ ପରିଚାଳନାଗତ ଲାଭ ମିଳିଛି। ସେଥିପାଇଁ ଏୟାର ଇଣ୍ଡିଆର ସମସ୍ତ ଶ୍ରେଣୀର ନିୟମିତ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।”

ବିମାନ ଇନ୍ଧନ ଦାମ କମିବା ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଗତବର୍ଷ ଏୟାର ଇଣ୍ଡିଆକୁ ୧୦୫ କୋଟି ଟଙ୍କା ପରିଚାଳନାଗତ ଲାଭ ମିଳିଥିଲା। ୧୦ ବର୍ଷ ଭିତରେ ଏୟାର ଇଣ୍ଡିଆକୁ ପ୍ରଥମ ଥର ପାଇଁ ଏପରି ଲାଭ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story