ନଭେମ୍ୱର ୬ରେ ଭାରତରେ ଲଞ୍ଚ୍ ହେବ Apple Watch

ନୂଆଦିଲ୍ଲୀ: ନଭେମ୍ୱର ୬ରେ ଆପୋଲ ଭାରତରେ Apple Watch ଲଞ୍ଚ୍ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ତ୍ତୃପକ୍ଷ Apple India ୱେବସାଇଟରେ ଏନେଇ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ୱରରେ ଏହା ଭାରତରେ ଲଞ୍ଚ୍ ହେବାର ଥିଲା। Apple Watch ଅଳ୍ପ କିଛି ବିକ୍ରି ପରିମାଣର କରିବାକୁ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଭାରତରେ Apple Watch ମୂଲ୍ୟ ୩୦,୦୦୦ଟଙ୍କାରୁ ଆରମ୍ଭ ହୋଇଛି।

watch

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 04:24 PM IST

ନୂଆଦିଲ୍ଲୀ: ନଭେମ୍ୱର ୬ରେ ଆପୋଲ ଭାରତରେ Apple Watch ଲଞ୍ଚ୍ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ତ୍ତୃପକ୍ଷ Apple India ୱେବସାଇଟରେ ଏନେଇ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ୱରରେ ଏହା ଭାରତରେ ଲଞ୍ଚ୍ ହେବାର ଥିଲା।

Apple Watch ଅଳ୍ପ କିଛି ବିକ୍ରି ପରିମାଣର କରିବାକୁ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଭାରତରେ Apple Watch ମୂଲ୍ୟ ୩୦,୦୦୦ଟଙ୍କାରୁ ଆରମ୍ଭ ହୋଇଛି।

Related story