ଆସନ୍ତାକାଲିଠୁ ଓଡ଼ିଶା କାଜୁ ମିଟ୍-୨୦୧୫

ଭୁବନେଶ୍ୱର: କାଜୁ ଉତ୍ପାଦନ ବୃଦ୍ଧି ନେଇ ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା କାଜୁ ମିଟ୍-୨୦୧୫। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୋଆ, କେରଳ ଭଳି ବିଭିନ୍ନ ରାଜ୍ୟର ୪ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବେ। କାଜୁ ଚାଷ ପାଇଁ ଓଡ଼ିଶା ଜଳବାୟୁ ଉପକୂଳ ଥିଲେ ମଧ୍ୟ ଦିନକୁ ଦିନ କାଜୁ ଉତ୍ପାଦନ କମୁଛି। ଫଳରେ ରାଜ୍ୟକୁ ୨୫ ହଜାର ମେଟ୍ରିକ ଟନ୍ କାଜୁ ବାହାରୁ ଆମଦାନୀ କରିବାକୁ ପଡୁଛି। ତେଣୁ କାଜୁ ଉତ୍ପାଦନ […]

kaju

kaju

Rakesh Mallick
  • Published: Friday, 18 December 2015
  • Updated: 18 December 2015, 01:25 PM IST

Sports

Latest News

ଭୁବନେଶ୍ୱର: କାଜୁ ଉତ୍ପାଦନ ବୃଦ୍ଧି ନେଇ ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା କାଜୁ ମିଟ୍-୨୦୧୫। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୋଆ, କେରଳ ଭଳି ବିଭିନ୍ନ ରାଜ୍ୟର ୪ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବେ।

କାଜୁ ଚାଷ ପାଇଁ ଓଡ଼ିଶା ଜଳବାୟୁ ଉପକୂଳ ଥିଲେ ମଧ୍ୟ ଦିନକୁ ଦିନ କାଜୁ ଉତ୍ପାଦନ କମୁଛି। ଫଳରେ ରାଜ୍ୟକୁ ୨୫ ହଜାର ମେଟ୍ରିକ ଟନ୍ କାଜୁ ବାହାରୁ ଆମଦାନୀ କରିବାକୁ ପଡୁଛି। ତେଣୁ କାଜୁ ଉତ୍ପାଦନ ନେଇ ଲୋକଙ୍କୁ ସଚେତନ କରିବା ସହିତ ବେକାର ଯୁବକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ କାଲିଠୁ ଓଡ଼ିଶା କାଜୁ ମିଟ୍ ଆରମ୍ଭ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story