ଆର୍ଥିକ ଅନଗ୍ରସରଙ୍କୁ ଋଣ ଦେଲା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆର୍ଥିକ ଅନଗ୍ରସରମାନଙ୍କୁ ଋଣ ଦେବା ଆରମ୍ଭ କରିଛି ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ। ଶନିବାର ଭୁବନେଶ୍ୱରରେ ଥିବା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରାୟ ୧୦୦ ଜଣ ମହିଳା ହିତାଧିକାରୀଙ୍କୁ ଋଣ ପ୍ରଦାନ କରିଛନ୍ତି ବ୍ୟାଙ୍କର ଏମଡି ତଥା ସିଇଓ ଆର କୋଟିଶ୍ୱରନ। ଶିଶୁ, କିଶୋର ଓ ତରୁଣ ସ୍କିମରେ ହିତାଧିକାରୀମାନଙ୍କୁ ସିଲେଇ ମେସିନ୍ ଓ ଚେକ ପ୍ରଦାନ କରାଯାଇଥିଲା। ତେବେ ବିନା ସିକ୍ୟୁରିଟି ଓ ବିନା ଗ୍ୟାରେଣ୍ଟରରେ ଏହି ଋଣ ପାଇ ଆତ୍ମନିର୍ଭରଶୀଳ […]

vlcsnap-2015-12-06-14h03m38s505

vlcsnap-2015-12-06-14h03m38s505

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 08:36 AM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆର୍ଥିକ ଅନଗ୍ରସରମାନଙ୍କୁ ଋଣ ଦେବା ଆରମ୍ଭ କରିଛି ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ। ଶନିବାର ଭୁବନେଶ୍ୱରରେ ଥିବା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରାୟ ୧୦୦ ଜଣ ମହିଳା ହିତାଧିକାରୀଙ୍କୁ ଋଣ ପ୍ରଦାନ କରିଛନ୍ତି ବ୍ୟାଙ୍କର ଏମଡି ତଥା ସିଇଓ ଆର କୋଟିଶ୍ୱରନ। ଶିଶୁ, କିଶୋର ଓ ତରୁଣ ସ୍କିମରେ ହିତାଧିକାରୀମାନଙ୍କୁ ସିଲେଇ ମେସିନ୍ ଓ ଚେକ ପ୍ରଦାନ କରାଯାଇଥିଲା। ତେବେ ବିନା ସିକ୍ୟୁରିଟି ଓ ବିନା ଗ୍ୟାରେଣ୍ଟରରେ ଏହି ଋଣ ପାଇ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ହିତାଧିକାରୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story