ବଜାରରେ ଅଡିର ନୂଆ ଆରଏସ୬ ଅଭନ୍ତ, ଦାମ୍ ୧.୩୫ କୋଟି

ନୂଆଦିଲ୍ଲୀ: ଜର୍ମାନର ଲଗଜରି କାର ନିର୍ମାତା ଅଡି ଚଳିତ ବର୍ଷ ୧୦ ଟି ନୂଆ ମଡେଲ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁରୁବାର କଂପାନୀ ଭାରତରେ ଏହାର ନୂଆ ସ୍ପୋର୍ଟସ ୟୁଟିଲିଟି ଭେହିକିଲ୍ (ଏସୟୁଭି)ଆରଏସ୬ ଅଭନ୍ତ। ଏହି କାରର ଦାମ୍ ରହିଛି ୧.୩୫ କୋଟି ଟଙ୍କା (ଦିଲ୍ଲୀ ସୋରୁମରେ)। ଏହି ନୂଆ ମଡେଲ ଅଡି ଆରଏସ୬ ଅଭନ୍ତ ମାତ୍ର ୩.୯ ଏପ୍ରିଲ ମାସରେ ଅଡି ଏହାର ନୂଆ ଭର୍ସନର ସ୍ପୋର୍ଟସ କାର ଅଡି ଟିଟିକୁ ଭାରତରେ […]

Audi

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 05:28 PM IST

ନୂଆଦିଲ୍ଲୀ: ଜର୍ମାନର ଲଗଜରି କାର ନିର୍ମାତା ଅଡି ଚଳିତ ବର୍ଷ ୧୦ ଟି ନୂଆ ମଡେଲ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁରୁବାର କଂପାନୀ ଭାରତରେ ଏହାର ନୂଆ ସ୍ପୋର୍ଟସ ୟୁଟିଲିଟି ଭେହିକିଲ୍ (ଏସୟୁଭି)ଆରଏସ୬ ଅଭନ୍ତ। ଏହି କାରର ଦାମ୍ ରହିଛି ୧.୩୫ କୋଟି ଟଙ୍କା (ଦିଲ୍ଲୀ ସୋରୁମରେ)।

ଏହି ନୂଆ ମଡେଲ ଅଡି ଆରଏସ୬ ଅଭନ୍ତ ମାତ୍ର ୩.୯ ଏପ୍ରିଲ ମାସରେ ଅଡି ଏହାର ନୂଆ ଭର୍ସନର ସ୍ପୋର୍ଟସ କାର ଅଡି ଟିଟିକୁ ଭାରତରେ ବଜାର ପ୍ରବେଶ କରାଇଥିଲା। ଏହାର ଦାମ ରହିଛି ୬୦.୩୪ ଲକ୍ଷ ଟଙ୍କା।

୨୦୧୪-୧୫ ଆର୍ଥିକ ବର୍ଷରେ ଅଡି ରେକର୍ଡ ସଂଖ୍ୟକ ବିକ୍ରି କରି ଥିଲା। ଏହି ସମୟ ମଧ୍ୟରେ ୧୧,୨୯୨ ୟୁନିଟ୍ କାର ବିକ୍ରି କରିଥିଲା କଂପାନୀ। ଆଉ ଏହା ୨୦୧୩-୧୪ ଆର୍ଥିକ ବର୍ଷଠାରୁ ୧୧.୫୧% ଅଧିକ ରହିଥିଲା। ୨୦୧୩-୧୪ରେ କଂପାନୀ ୧୦,୧୨୬ ୟୁନିଟ୍ ଗାଡ଼ି ବିକ୍ରି କରିଥିଲା କଂପାନି।

Related story