ବଜାରକୁ ଆସିଲା ଆଇଫୋନ୍6s ଓ 6s ପ୍ଲସ

ନୂଆଦିଲ୍ଲୀ: ଭାରତରେ ଆଇଫୋନ୍6s ଓ 6s ପ୍ଲସର ବିକ୍ରି ଆରମ୍ଭ ହୋଇଛି। ଆଇଫୋନ୍ 6sର 16GBର ୱରିଏଣ୍ଟର ମୂଲ୍ୟ ୬୨ହଜାର ଟଙ୍କା ରହିଛି। ଏହାର 64GB ମୂଲ୍ୟ ୭୨ ହଜାର ଓ 128 GBର ମୂଲ୍ୟ ୮୨ ହଜାର ଟଙ୍କା ରହିଛି। ଆଇଫୋନ୍ 6sପ୍ଲସ 16GB ମଡେଲର ମୂଲ୍ୟ ୭୨ହଜାର ଟଙ୍କା ରହିଛି। 64GBର ମଡେଲର ମୂଲ୍ୟ ୮୨ ହଜାର ଓ ୧୨୮ GBର ମୂଲ୍ୟ ୯୨ ହଜାର ଟଙ୍କା ରହିଛି। ଆଇଫୋନ୍ 6s ଓ 6s […]

appleiphone6plus

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 03:34 PM IST

ନୂଆଦିଲ୍ଲୀ: ଭାରତରେ ଆଇଫୋନ୍6s ଓ 6s ପ୍ଲସର ବିକ୍ରି ଆରମ୍ଭ ହୋଇଛି। ଆଇଫୋନ୍ 6sର 16GBର ୱରିଏଣ୍ଟର ମୂଲ୍ୟ ୬୨ହଜାର ଟଙ୍କା ରହିଛି। ଏହାର 64GB ମୂଲ୍ୟ ୭୨ ହଜାର ଓ 128 GBର ମୂଲ୍ୟ ୮୨ ହଜାର ଟଙ୍କା ରହିଛି।

ଆଇଫୋନ୍ 6sପ୍ଲସ 16GB ମଡେଲର ମୂଲ୍ୟ ୭୨ହଜାର ଟଙ୍କା ରହିଛି। 64GBର ମଡେଲର ମୂଲ୍ୟ ୮୨ ହଜାର ଓ ୧୨୮ GBର ମୂଲ୍ୟ ୯୨ ହଜାର ଟଙ୍କା ରହିଛି।

ଆଇଫୋନ୍ 6s ଓ 6s ପ୍ଲସରେ ୧୨ ମେଗାପିକ୍ସଲ୍ isight କ୍ୟାମେରା ଦିଆଯାଇଛି। ଏହାସହିତ ଏଥିରେ 5 ମେଗାପିସ୍କଲ୍ HD କ୍ୟାମେରା ରହିଛି। ଏହି ଦୁଇଟି ଫୋନରେ 4k ଭିଡିଓ ରେକଡିଂ ହୋଇପାରିବ। ଆଇଫୋନ୍ 6sର ଲାଇଭ୍ ପିକଚର୍ (ଅର୍ଥାତ୍ ଏକ ଫଟୋ ଉଠାବା ବେଳେ ତାର ଏକ ଛୋଟ ଭିଡିଓ ବି ରେକଡିଂ ମଧ୍ୟ ହୋଇଯିବ) ସୁବିଧା ରହିଛି।

Related story