ବ୍ୟାଙ୍କରେ ପୁରୁଣା ଟଙ୍କା ଜମା ଅବଧି ଶେଷ

ନୂଆଦିଲ୍ଲୀ: ବ୍ୟାଙ୍କରେ ଅଚଳ ନୋଟ୍‌ଜମା କରିବାର ଅବଧି ଆଜି ସରିଛି। ଆସନ୍ତାକାଲିଠାରୁ ବ୍ୟାଙ୍କ ଗୁଡିକ ଆଉ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗ୍ରହଣ କରିବେ ନାହିଁ। ଅପରପକ୍ଷେ ବିମୁଦ୍ରାକରଣ ପରଠୁ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକରେ କେତେ ପରିମାଣରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଜମା ହୋଇଛି ତାର ରିପୋର୍ଟ ମାଗିଛି ଆରବିଆଇ। ଇ-ମେଲ ମାଧ୍ୟମରେ ଅଚଳ ନୋଟ୍‌ଜମା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ, ଗ୍ରାମ୍ୟ ଓ କୋପରେଟିଭ୍‌ବ୍ୟାଙ୍କ […]

rbi

rbi

Rakesh Mallick
  • Published: Friday, 30 December 2016
  • Updated: 30 December 2016, 08:47 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କରେ ଅଚଳ ନୋଟ୍‌ଜମା କରିବାର ଅବଧି ଆଜି ସରିଛି। ଆସନ୍ତାକାଲିଠାରୁ ବ୍ୟାଙ୍କ ଗୁଡିକ ଆଉ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗ୍ରହଣ କରିବେ ନାହିଁ। ଅପରପକ୍ଷେ ବିମୁଦ୍ରାକରଣ ପରଠୁ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକରେ କେତେ ପରିମାଣରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଜମା ହୋଇଛି ତାର ରିପୋର୍ଟ ମାଗିଛି ଆରବିଆଇ। ଇ-ମେଲ ମାଧ୍ୟମରେ ଅଚଳ ନୋଟ୍‌ଜମା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ, ଗ୍ରାମ୍ୟ ଓ କୋପରେଟିଭ୍‌ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story