ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବୃଦ୍ଧି ପାଉଛି ସଚେତନତା: ବ୍ୟାଙ୍କିଂ ଅମ୍ବୁଡସମ୍ୟାନ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ଫଳରେ ବ୍ୟାଙ୍କିଙ୍ଗ ଅମ୍ବୁଡସମ୍ୟାନ ଓଡ଼ିଶାରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ବ୍ୟାଙ୍କିଂ ଅମ୍ବୁଡସମ୍ୟାନ ଅନୁଷ୍ଠାନର ବିଜୟ କୁମାର ମିଶ୍ର । ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ୬୩.୪ ପ୍ରତିଶତ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୩ ଆର୍ଥିକ ବର୍ଷରେ ଅଭିଯୋଗ ସଂଖ୍ୟା ୧୪୯୮ ଥିବାବେଳେ ୨୦୧୪-୧୫ରେ ୨୪୪୮ରେ ପହଞ୍ଚିଛି। ତେବେ ୯୯.୮ପ୍ରତିଶତ ଅଭିଯୋଗରୁ ଶୁଣାଣି […]

banking ambuseman

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 01:28 PM IST

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ଫଳରେ ବ୍ୟାଙ୍କିଙ୍ଗ ଅମ୍ବୁଡସମ୍ୟାନ ଓଡ଼ିଶାରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ବ୍ୟାଙ୍କିଂ ଅମ୍ବୁଡସମ୍ୟାନ ଅନୁଷ୍ଠାନର ବିଜୟ କୁମାର ମିଶ୍ର । ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ୬୩.୪ ପ୍ରତିଶତ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୩ ଆର୍ଥିକ ବର୍ଷରେ ଅଭିଯୋଗ ସଂଖ୍ୟା ୧୪୯୮ ଥିବାବେଳେ ୨୦୧୪-୧୫ରେ ୨୪୪୮ରେ ପହଞ୍ଚିଛି। ତେବେ ୯୯.୮ପ୍ରତିଶତ ଅଭିଯୋଗରୁ ଶୁଣାଣି କରି ସମାଧନ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଅଫିସ ଅଫ ବ୍ୟାଙ୍କିଂ ଅମ୍ବୁଡସମ୍ୟାନ ବି.କେ. ମିଶ୍ର ସୂଚନା ଦେଇଛନ୍ତି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ବ୍ୟାଙ୍କିଂ ଅମ୍ୱଡସମ୍ୟାନରେ  ସମାଧାନ ହୋଇପାରିଛି। ବିଭିନ୍ନ ବ୍ୟାଙ୍କ ସହ ଋଣ ଦେଣନେଣ,ଏଟିଏମ୍ ଓ ଡେବିଟ କାର୍ଡ ବ୍ୟବହାରକୁ ନେଇ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିଲା।

Related story