ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ ବଜାରକୁ ପ୍ରବେଶ କରିଛି ଆସସ୍ କମ୍ପାନୀର ସ୍ମାର୍ଟ ଫୋନ୍ ‘ଜେନ୍ ଫୋନ୍ ୨ ଲେଜର’ (ZEN601HL)। ଏହି ସ୍କାର୍ଟଫୋନ୍ ରବିବାରରୁ କେବଳ ଇ-କମର୍ସ ସାଇଟ ଆମାଜନ୍, ଫ୍ଲିପକାର୍ଟ ଓ ସ୍ନାପଡିଲରେ ଉପଲବ୍ଧ ହେଉଛି। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଏହି ଫୋନ୍ ରେଡ୍, ସିଲଭର ଓ ଗୋଲ୍ଡ କଲରରେ ଅଫଲାଇନରେ ଉପଲବ୍ଧ ହେବ।
ଆସସ୍ ଜେନଫୋନ୍ ୨ ଲେଜର ସ୍ମାର୍ଟଫୋନରେ 1080x1920 ମେଗା ପିକ୍ସେଲ୍ ଓ ୬ଇଞ୍ଚ ଫୁଲ୍ ଏଚଡି ସ୍କ୍ରିନ୍ ଥିବା ବେଳେ 3GB RAM ସହିତ 64-bit Octa-core Qualcomm Snapdragon 616 ଫ୍ରୋସେସର ରହିଛି। ଏହି ସ୍ମାର୍ଟଫୋନରେ 16GB ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। ଏହା 128GBକୁ ଏକ୍ସପାଣ୍ଡେବଲ ହୋଇପାରିବ। ଏହି ଫୋନରେ 13MP rear Camera ଓ 5MP Front faceing camera ରହିଛି। ଏଥିରେ Android 5.0 lollipop ସପ୍ଟଓୟାର ରହିଛି। ଏହାସହ ବହୁ ଅତ୍ୟାଧୁନିକ ସୁବିଧା ଯଥା- Wi-Fi, GPS/A-GPS, Glonass, GPRS/EDGE, 3G, ମାଇକ୍ରୋ-ୟୁଏସବି ଓ A3000 mAh Li-Polimer ରିମୋଭବଲ୍ ବ୍ୟାଟେରୀ ରହିଛି।
ଏହାର ବଜାର ଦର ପାଖାପାଖି ୧୭ହଜାର ୯୯୯ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।