ବଜାରକୁ ଆସିଲା ଲାଭା IvoryM4 ଟ୍ୟାବ୍

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ଲାଭା Ivory M4 ଟ୍ୟାବ୍। ଲାଭା ପକ୍ଷରୁ ବଜାରକୁ ଆସିଥିବା ଏହି ଟ୍ୟାବ୍ କମ୍ପାନୀର ‘ଫ୍ଲାଗ୍ ସିପ୍ ଡିଭାଇସ୍’। ଏହାର ଦର ରହିଛି ୯,୨୯୯ ଟଙ୍କା। ଏହି ଟ୍ୟାବଲେଟ୍ ଏବେ ସମସ୍ତ ଜାତୀୟ ରିଟେଲ ଷ୍ଟୋର, ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ଓ ଅନଲାଇନ୍ ପ୍ଲାଟଫାର୍ମରେ ଉପଲବ୍ଧ ହେଉଛି। ଏହି ଟ୍ୟାବରେ 8-Inch HD IPS ଡିସପ୍ଲେ ସହିତ 1280×800 ରିଜୋଲ୍ୟୁସନ ସୁବିଧା ରହିଛି। ଏହାର ମୋଟେଇ 7.9mm ରହିଛି। ଏଥିରେ […]

lava_ivory_m4_front-back-624x351

lava_ivory_m4_front-back-624x351

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 12:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ଲାଭା Ivory M4 ଟ୍ୟାବ୍। ଲାଭା ପକ୍ଷରୁ ବଜାରକୁ ଆସିଥିବା ଏହି ଟ୍ୟାବ୍ କମ୍ପାନୀର ‘ଫ୍ଲାଗ୍ ସିପ୍ ଡିଭାଇସ୍’। ଏହାର ଦର ରହିଛି ୯,୨୯୯ ଟଙ୍କା। ଏହି ଟ୍ୟାବଲେଟ୍ ଏବେ ସମସ୍ତ ଜାତୀୟ ରିଟେଲ ଷ୍ଟୋର, ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ଓ ଅନଲାଇନ୍ ପ୍ଲାଟଫାର୍ମରେ ଉପଲବ୍ଧ ହେଉଛି।

ଏହି ଟ୍ୟାବରେ 8-Inch HD IPS ଡିସପ୍ଲେ ସହିତ 1280x800 ରିଜୋଲ୍ୟୁସନ ସୁବିଧା ରହିଛି। ଏହାର ମୋଟେଇ 7.9mm ରହିଛି। ଏଥିରେ 2GB RAM ଏବଂ 1.3GHz Quad Core Processer ସହିତ 16GBର ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। Ivory M4 ଟ୍ୟାବରେ Android Lollipop 5.1 ଅପରେଟିଂ ସୁବିଧା ଥିବା ବେଳେ ଗୋଟିଏ 3G ସିମ୍ ଇନସର୍ଟ ହୋଇପାରୁଥିବା ଭଳି ସୁବିଧା ରହିଛି। ଏଥିରେ 4000mAh Li-Po ବ୍ୟାଟେରୀ ଲାଗିଛି। Ivory M4 ଟ୍ୟାବରେ 8 ମେଗାଫିକ୍ସେଲ ରିଅର କ୍ୟାମେରା ଥିବା ବେଳେ 3.2 ମେଗାଫିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହାସହ ଏହି ଟ୍ୟାବରେ USB, WCDMA, GSM, Wi-Fi, Micro-USB ଏବଂ Bluetooth ପରି ଅତ୍ୟାଧୁନିକ ସୁବିଧା ରହିଛି।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story