ଭାରତୀୟ ବଜାରକୁ ଫେରିଲା ହୋଣ୍ଡା ଜାଜ୍

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିଛି ଜାପାନର ପ୍ରସିଦ୍ଧା କାର୍ ନିର୍ମାତା ହୋଣ୍ଡା କଂପାନୀର ‘ଜାଜ୍’। ଏହା ହେଉଛି ଜାଜର ଥାର୍ଡ ଜେନେରେସନ୍ ଭର୍ସନ। ଏହା ଦାମ୍ ଦିଲ୍ଲୀର ସୋ-ରୁମରେ ୫.୩ ଲକ୍ଷ ଟଙ୍କାରୁ ୮.୫୯ ଲକ୍ଷ ମଧ୍ୟରେ। ପୁଣି ଏହାର ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ୍ ଭର୍ସନ ରହିଛି। ପେଟ୍ରୋଲ କାରଗୁଡ଼ିକର ଦାମ ୫.୩ ଲକ୍ଷ ଟଙ୍କରୁ ୭.୨୯ ଲକ୍ଷ ମଧ୍ୟରେ ହୋଇଥିବା ବେଳେ ଡିଜେଲ୍ କାରଗୁଡ଼ିକର ମୂଲ୍ୟ ୬.୪୯ ଲକ୍ଷ ଟଙ୍କାରୁ ୮.୫୯ […]

jazz

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 10:09 AM IST

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିଛି ଜାପାନର ପ୍ରସିଦ୍ଧା କାର୍ ନିର୍ମାତା ହୋଣ୍ଡା କଂପାନୀର ‘ଜାଜ୍’। ଏହା ହେଉଛି ଜାଜର ଥାର୍ଡ ଜେନେରେସନ୍ ଭର୍ସନ। ଏହା ଦାମ୍ ଦିଲ୍ଲୀର ସୋ-ରୁମରେ ୫.୩ ଲକ୍ଷ ଟଙ୍କାରୁ ୮.୫୯ ଲକ୍ଷ ମଧ୍ୟରେ। ପୁଣି ଏହାର ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ୍ ଭର୍ସନ ରହିଛି। ପେଟ୍ରୋଲ କାରଗୁଡ଼ିକର ଦାମ ୫.୩ ଲକ୍ଷ ଟଙ୍କରୁ ୭.୨୯ ଲକ୍ଷ ମଧ୍ୟରେ ହୋଇଥିବା ବେଳେ ଡିଜେଲ୍ କାରଗୁଡ଼ିକର ମୂଲ୍ୟ ୬.୪୯ ଲକ୍ଷ ଟଙ୍କାରୁ ୮.୫୯ ଲକ୍ଷ (ଦିଲ୍ଲୀ ସୋ-ରୁମରେ) ମଧ୍ୟରେ ରହିଛି।

‘ଜାଜ୍’ର ଏହି ଥାର୍ଡ ଜେନରେସନ୍ ଭର୍ସନ ଭାରତୀୟ ବଜାରରେ ମାରୁତି ସୁଜୁକି ସୁଇଫ୍ଟ ଓ ହୁଣ୍ଡାଇ ମୋଟୋର ଇଲାଇଟ୍ ଆଇ୨୦ ସହିତ ପ୍ରତିଯୋଗିତା କରିବ।

Related story