ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପ୍ରପର୍ଟି ଏକ୍ସପୋ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପ୍ରପର୍ଟି ଏକ୍ସପୋ ଆରମ୍ଭ ହୋଇଛି। ଏଥିରେ ୬୦ଟି ରିଅଲଇଷ୍ଟେଟ କମ୍ପାନୀଙ୍କ ଷ୍ଟଲ ଲାଗିଛି। ପ୍ରଦର୍ଶନୀରେ ରାଜଧାନୀରେ ଫ୍ଲାଟ୍ ଓ ଡୁପ୍ଲେକ୍ସ କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକମାନେ କିପରି ନିଜ ପସନ୍ଦର ଘର କିଣିପାରିବେ ସେ ନେଇ ସୂଚନା ଦିଆଯାଉଛି। ଏକ୍ସପୋକୁ ଭୁବନେଶ୍ୱର ମେୟର ଉଦଘାଟନ କରିଥିଲେ।

axpo

axpo

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 12:48 PM IST

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପ୍ରପର୍ଟି ଏକ୍ସପୋ ଆରମ୍ଭ ହୋଇଛି। ଏଥିରେ ୬୦ଟି ରିଅଲଇଷ୍ଟେଟ କମ୍ପାନୀଙ୍କ ଷ୍ଟଲ ଲାଗିଛି। ପ୍ରଦର୍ଶନୀରେ ରାଜଧାନୀରେ ଫ୍ଲାଟ୍ ଓ ଡୁପ୍ଲେକ୍ସ କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକମାନେ କିପରି ନିଜ ପସନ୍ଦର ଘର କିଣିପାରିବେ ସେ ନେଇ ସୂଚନା ଦିଆଯାଉଛି। ଏକ୍ସପୋକୁ ଭୁବନେଶ୍ୱର ମେୟର ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos