ଭୁବନେଶ୍ୱର ଆଇଆଇଟିରେ ମାଇକ୍ରୋୱେଭ୍, ଅପଟିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଶୀର୍ଷକ ସମ୍ମିଳନୀ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ଶୁକ୍ରବାରଠୁ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ମାଇକ୍ରୋୱେଭ୍, ଅପଟିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଶୀର୍ଷକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଆମେରିକା ନେଭିର ନାଭାଲ ରିସର୍ଚ୍ଚ ଲାବରୋଟୋରିଜର ସହକାରୀ ନିର୍ଦ୍ଦେଶକ ଡକ୍ଟର ବି.ବି.ରଥ ଯୋଗଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଆର୍.ଭି. ରାଜାକୁମାର, ସମ୍ମିଳନୀର ଚେୟାର ପର୍ସନ ପ୍ରଫେସର ଦେବୋଲିନା ଘୋଷଙ୍କ ସମେତ ଛାତ୍ରଛାତ୍ରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ […]

iit-

iit-

Rakesh Mallick
  • Published: Friday, 18 December 2015
  • Updated: 18 December 2015, 01:31 PM IST

Sports

Latest News

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ଶୁକ୍ରବାରଠୁ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ମାଇକ୍ରୋୱେଭ୍, ଅପଟିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଶୀର୍ଷକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଆମେରିକା ନେଭିର ନାଭାଲ ରିସର୍ଚ୍ଚ ଲାବରୋଟୋରିଜର ସହକାରୀ ନିର୍ଦ୍ଦେଶକ ଡକ୍ଟର ବି.ବି.ରଥ ଯୋଗଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଆର୍.ଭି. ରାଜାକୁମାର, ସମ୍ମିଳନୀର ଚେୟାର ପର୍ସନ ପ୍ରଫେସର ଦେବୋଲିନା ଘୋଷଙ୍କ ସମେତ ଛାତ୍ରଛାତ୍ରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos