ବିମୁଦ୍ରାକରଣ ପରେ ୮୦ହଜାର କୋଟି ଟଙ୍କାର ପୁରୁଣା ନୋଟରେ ଋଣ ପରିଶୋଧ

ଭୁବନେଶ୍ୱର: ବିମୁଦ୍ରାକରଣ ପରେ ପୁରୁଣା ନୋଟରେ କେବଳ ୮୦ ହଜାର କୋଟି ଟଙ୍କାର ଋଣ ପରିଶୋଧ ହୋଇଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ନଭେମ୍ବର ୮ ତାରିଖ ପରେ ପ୍ରତ୍ୟେକ ଆକାଉଣ୍ଟରେ ୨ଲକ୍ଷରୁ ଅଧିକ ଟଙ୍କା, ଏପରି ୬୦ ଲକ୍ଷ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ୧୬ ହଜାର କୋଟିରୁ ଅଧିକ ଟଙ୍କା କେବଳ କୋ ଅପରେଟିଭ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ସେହିପରି କିଛି ଦିନ ଅଚଳ ହୋଇ ରହିଥିବା […]

vigilance

vigilance

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 07:18 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ପରେ ପୁରୁଣା ନୋଟରେ କେବଳ ୮୦ ହଜାର କୋଟି ଟଙ୍କାର ଋଣ ପରିଶୋଧ ହୋଇଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି।

ନଭେମ୍ବର ୮ ତାରିଖ ପରେ ପ୍ରତ୍ୟେକ ଆକାଉଣ୍ଟରେ ୨ଲକ୍ଷରୁ ଅଧିକ ଟଙ୍କା, ଏପରି ୬୦ ଲକ୍ଷ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ୧୬ ହଜାର କୋଟିରୁ ଅଧିକ ଟଙ୍କା କେବଳ କୋ ଅପରେଟିଭ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ସେହିପରି କିଛି ଦିନ ଅଚଳ ହୋଇ ରହିଥିବା ଆକାଉଣ୍ଟକୁ ସଚଳ କରାଯାଇ ୨୫ ହଜାର କୋଟି ଟଙ୍କା ଡିପୋଜିଟ୍‌ ହୋଇଛି। କେବଳ ଉତ୍ତରପ୍ରଦେଶରେ ୧୦ ହଜାର ୭୦୦ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ଆୟ କର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏସବୁ ଜମାର ଯାଞ୍ଚ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story