ବଜାରକୁ ଆସିଲା ଏଲଜିର ଜି -୪ ସ୍ମାର୍ଟ ଫୋନ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସବୁଠାରୁ ବଡ ଇଲେଟ୍ରୋନିକ୍ସ କମ୍ପାନୀ ଏଲ୍ ଜି ତାର ଲାଟେଷ୍ଟ ସ୍ମାର୍ଟଫୋନ୍ ଜି -୪ ଲଞ୍ଚ କରିଛି। ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନର ମୂଲ୍ୟ ୫୧ ହଜାର ଟଙ୍କା ରହିଛି । ଏହି ଫୋନର ଡିସ୍ ପ୍ଲେ ୫.୫୦ ଇଞ୍ଚ ରହିଛି। ଏହା ସହିତ ତିନୋଟି ରଙ୍ଗରେ ସ୍ମାର୍ଟ ଫୋନ୍ ଉପଲବ୍ଧ ହେବ ଯଥା ଲାଲ, କଳା ଓ ମାଟିଆ । ଏଲଜିର ଏହି ନୂଆ ସ୍ମାର୍ଟଫୋନ୍ ପାଇଁ ଗ୍ରାହକ ମାନେ ଚଳିତ […]

lg

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 02:20 PM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସବୁଠାରୁ ବଡ ଇଲେଟ୍ରୋନିକ୍ସ କମ୍ପାନୀ ଏଲ୍ ଜି ତାର ଲାଟେଷ୍ଟ ସ୍ମାର୍ଟଫୋନ୍ ଜି -୪ ଲଞ୍ଚ କରିଛି। ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନର ମୂଲ୍ୟ ୫୧ ହଜାର ଟଙ୍କା ରହିଛି । ଏହି ଫୋନର ଡିସ୍ ପ୍ଲେ ୫.୫୦ ଇଞ୍ଚ ରହିଛି। ଏହା ସହିତ ତିନୋଟି ରଙ୍ଗରେ ସ୍ମାର୍ଟ ଫୋନ୍ ଉପଲବ୍ଧ ହେବ ଯଥା ଲାଲ, କଳା ଓ ମାଟିଆ ।

ଏଲଜିର ଏହି ନୂଆ ସ୍ମାର୍ଟଫୋନ୍ ପାଇଁ ଗ୍ରାହକ ମାନେ ଚଳିତ ମାସ ଠାରୁ ଫ୍ରିରେ ବୁକିଂ କରି ପାରିବେ।

Related story