ନୂଆଗ୍ରାହକଙ୍କ ପାଇଁ କଲ୍ ଦରକୁ ୮୦% କମାଇଲା ବିଏସଏନଏଲ୍

ନୂଆଦିଲ୍ଲୀ: ଗ୍ରାହକ ସଂଖ୍ୟା ବଢ଼ାଇବା ପାଇଁ ବିଏସଏନଏଲ୍ ଏକ ନୂଆ ସ୍କିମ୍ ଆରମ୍ଭ କରିଛି। କଂପାନୀ ଏହାର ନୂଆ ଗ୍ରାହକମାନଙ୍କ ପାଇଁ କଲ୍ ପିଛା ୮୦ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ବ୍ୟବସ୍ଥା କରିଛି। ନୂଆ କରି ବିଏସଏନଏଲର ଉପଭୋକ୍ତା ହେବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମ ଦୁଇ ମାସ ଏହି ସେବା ପାଇପାରିବେ। ଉଭୟ ମିନିଟ୍ ଓ ସେକେଣ୍ଡ୍ ବିଲିଂ ପ୍ଲାନରେ କଲ୍ ଦର ହ୍ରାସ କରାଯାଇଛି। ନୂଆ କରି ବିଏସଏନଏଲ ସହିତ ଯୋଡ଼ି ହେଉଥିବା ଗ୍ରାହକମାନଙ୍କୁ […]

BSNL

BSNL

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 07:02 AM IST

Sports

Latest News

ନୂଆଦିଲ୍ଲୀ: ଗ୍ରାହକ ସଂଖ୍ୟା ବଢ଼ାଇବା ପାଇଁ ବିଏସଏନଏଲ୍ ଏକ ନୂଆ ସ୍କିମ୍ ଆରମ୍ଭ କରିଛି। କଂପାନୀ ଏହାର ନୂଆ ଗ୍ରାହକମାନଙ୍କ ପାଇଁ କଲ୍ ପିଛା ୮୦ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ବ୍ୟବସ୍ଥା କରିଛି। ନୂଆ କରି ବିଏସଏନଏଲର ଉପଭୋକ୍ତା ହେବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମ ଦୁଇ ମାସ ଏହି ସେବା ପାଇପାରିବେ। ଉଭୟ ମିନିଟ୍ ଓ ସେକେଣ୍ଡ୍ ବିଲିଂ ପ୍ଲାନରେ କଲ୍ ଦର ହ୍ରାସ କରାଯାଇଛି। ନୂଆ କରି ବିଏସଏନଏଲ ସହିତ ଯୋଡ଼ି ହେଉଥିବା ଗ୍ରାହକମାନଙ୍କୁ ପ୍ରତି ସେକେଣ୍ଡ ପ୍ଲାନ୍ ଅନୁଯାୟୀ ୩୬ ଟଙ୍କାର ଏକ ଭାଉଚର କିଣିବାକୁ ପଡ଼ିବ। ସେହିପରି ପ୍ରତି ମିନିଟ୍ ପ୍ଲାନ୍ ପାଇଁ ୩୭ ଟଙ୍କାର ଭାଉଚର କିଣିବାକୁ ପଡ଼ିବ। ୩୭ ଟଙ୍କିଆ ସ୍କିମକୁ ଯେଉଁ ଗ୍ରାହକମାନେ  ଆପଣାଇବେ ସେମାନେ ବିଏସଏନଏଲର ଅନ୍ୟ ନମ୍ବରକୁ କଲ କଲେ ମିନିଟ୍ ପିଛା ୧୦ ପଇସା ଦେବାକୁ ହେବ। ଉଭୟ ଲୋକାଲ୍ ଓ ଏସଟିଡି କଲ୍ ପାଇଁ ଏହା ଲାଗୁ ହେବ। ସେହିପରି ବିଏସଏନଏଲ ବାହାରେ ଅନ୍ୟ ନେଟୱର୍କକୁ କଲ୍ କଲେ ମିନିଟ୍ ପିଛା ୩୦ ପଇସା କଟିବ।

୩୬ ଟଙ୍କିଆ ସ୍କିମ୍ ଆପଣାଇବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ଅନ୍ୟ ବିଏସଏନଏଲ୍ ନମ୍ବରକୁ କଲ୍ କଲେ ୩ ସେକେଣ୍ଡ୍ ପିଛା ୧ ପଇସା ଦେବାକୁ ହେବ। ଉଭୟ ଲୋକାଲ୍ ଓ ଏସଟିଡି ପାଇଁ ଏହି ଦର ଲାଗୁ ହେବ। ତେବେ ଅନ୍ୟ ନେଟୱର୍କକୁ କଲ୍ କଲେ ୩ ସେକେଣ୍ଡ୍ ପିଛା ୨ ପଇସା ଦେବାକୁ ହେବ।

ବିଏସଏନଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ବିଏସଏନଏଲ୍ ତା’ର ଭିତ୍ତିଭୂମିରେ ଅନେକ ସୁଧାର ଆଣିଛି। ବିଏସଏନଏଲର ନୂଆ ଗ୍ରାହକମାନଙ୍କ ପାଇଁ କଲ୍ ପ୍ରତି ୮୦ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ବ୍ୟବସ୍ଥା କରାଯାଇଛି। ଫଳରେ ଗ୍ରାହକ ବିଏସଏନଏଲ୍ ସେବାରେ ହୋଇଥିବା ସୁବିଧାକୁ ଅନୁଭବ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story