ମୋବାଇଲ୍‌ ମଗାଇଲେ ପହଞ୍ଚିଲା ସାବୁନ୍‌, ଆମାଜନ୍‌ ନାମରେ ମାମଲା

ନଏଡା: ପ୍ରମୁଖ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ରୁ ମୋବାଇଲ୍‌ ମଗାଇଥିଲେ ମଧ୍ୟ ସାବୁନ୍‌ ଡେଲିଭରୀ ହେବାପରେ ଆମାଜନ୍‌ ମୁଖ୍ୟଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଜଣେ ଗ୍ରାହକ। ଗ୍ରେଟର୍‌ ନଏଡା ଅଞ୍ଚଳରେ ଏପରି ଘଟିଥିବା ଅଭିଯୋଗ ହୋଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍‌ ସମସ୍ତ ଠକେଇ ଘଟଣାକୁ ଗୁରୁତ୍ୱର ସହିତ ବିଚାର କରିଥାଏ ଏବଂ ଏହି ମାମଲାରେ ମଧ୍ୟ ପୁଲିସର ସହଯୋଗ ମଗାଯାଉଛି। ପୁଲିସ୍‌ ସୂଚନା ଅନୁଯାୟୀ, ବିସ୍ରାଖ୍‌ ପୁଲିସ୍‌ ଥାନା ଅଞ୍ଚଳରେ […]

amazon

amazon

Subrat Kumar Nayak
  • Published: Tuesday, 30 October 2018
  • Updated: 30 October 2018, 09:27 PM IST

Sports

Latest News

ନଏଡା: ପ୍ରମୁଖ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ରୁ ମୋବାଇଲ୍‌ ମଗାଇଥିଲେ ମଧ୍ୟ ସାବୁନ୍‌ ଡେଲିଭରୀ ହେବାପରେ ଆମାଜନ୍‌ ମୁଖ୍ୟଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଜଣେ ଗ୍ରାହକ। ଗ୍ରେଟର୍‌ ନଏଡା ଅଞ୍ଚଳରେ ଏପରି ଘଟିଥିବା ଅଭିଯୋଗ ହୋଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍‌ ସମସ୍ତ ଠକେଇ ଘଟଣାକୁ ଗୁରୁତ୍ୱର ସହିତ ବିଚାର କରିଥାଏ ଏବଂ ଏହି ମାମଲାରେ ମଧ୍ୟ ପୁଲିସର ସହଯୋଗ ମଗାଯାଉଛି।

ପୁଲିସ୍‌ ସୂଚନା ଅନୁଯାୟୀ, ବିସ୍ରାଖ୍‌ ପୁଲିସ୍‌ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଆମାଜନ୍‌ର ୱେବ୍‌ସାଇଟ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ମଗାଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ୨୭ ତାରିଖରେ ଏହା ଆସି ପହଞ୍ଚିଥିଲା। କିନ୍ତୁ ପାର୍ସଲ ଖୋଲି ସେ ଦେଖନ୍ତି ତ ଭିତରେ ମୋବାଇଲ ନୁହେଁ, ବରଂ ମୋବାଇଲ ମାପର ଏକ ସାବୁନ୍‌ ଥିଲା।

ଏହି ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆମାଜନ୍‌ର ଭାରତ ମୁଖ୍ୟ ଅମିତ ଅଗ୍ରୱାଲ, ଲଜିଷ୍ଟିକ୍‌ ଫାର୍ମ ଦର୍ଶିତା ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ପ୍ରଦୀପ କୁମାର ଏବଂ ରବୀଶ୍‌ ଅଗ୍ରୱାଲଙ୍କ ସହିତ ଡେଲିଭରୀ ବୟ ଅନୀଲଙ୍କ ନାମରେ ଏଫ୍‌ଆଇଆର ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story