କେନ୍ଦ୍ର ସରକାରଙ୍କ ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ବିରୋଧ

ଭୁବନେଶ୍ୱର: ଯାନବାହାନ ଉପରେ କେନ୍ଦ୍ର ସରକାର ନୂଆକରି ଲାଗୁ କରିଥିବା ଟ୍ୟାକ୍ସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଫି’ ବୃଦ୍ଧି ନେଇ ଗତ ଡିସେମ୍ୱର ୨୯ ତାରିଖରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଗାଡ଼ିର ପଞ୍ଜିକରଣ ଫି’, ଫାଇନ୍‌, ରେଜିଷ୍ଟ୍ରେସନ୍‌, ରୋଡ଼ ଟ୍ୟାକ୍ସ, ଫିଟ୍‌ନେସ୍‌ ଓ ଅନ୍ୟାନ୍ୟ ଫି’କୁ ନେଇ ନୂଆ ନିୟମ ଲାଗୁ ହୋଇଛି। ଏହା ଦ୍ୱାରା ବିଭିନ୍ନ ଗାଡ଼ିର ନୂଆ ଟ୍ୟାକ୍ସ ବୃଦ୍ଧି ପାଇବ। ଏହାର ପ୍ରତିବାଦରେ […]

money

money

Rakesh Mallick
  • Published: Monday, 09 January 2017
  • Updated: 09 January 2017, 07:56 PM IST

ଭୁବନେଶ୍ୱର: ଯାନବାହାନ ଉପରେ କେନ୍ଦ୍ର ସରକାର ନୂଆକରି ଲାଗୁ କରିଥିବା ଟ୍ୟାକ୍ସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଫି’ ବୃଦ୍ଧି ନେଇ ଗତ ଡିସେମ୍ୱର ୨୯ ତାରିଖରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଗାଡ଼ିର ପଞ୍ଜିକରଣ ଫି’, ଫାଇନ୍‌, ରେଜିଷ୍ଟ୍ରେସନ୍‌, ରୋଡ଼ ଟ୍ୟାକ୍ସ, ଫିଟ୍‌ନେସ୍‌ ଓ ଅନ୍ୟାନ୍ୟ ଫି’କୁ ନେଇ ନୂଆ ନିୟମ ଲାଗୁ ହୋଇଛି। ଏହା ଦ୍ୱାରା ବିଭିନ୍ନ ଗାଡ଼ିର ନୂଆ ଟ୍ୟାକ୍ସ ବୃଦ୍ଧି ପାଇବ। ଏହାର ପ୍ରତିବାଦରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ଖୋର୍ଦ୍ଧା ଜିଲ୍ଲା ଟ୍ରକ୍‌ ସଂଘ ଭୁବନେଶ୍ୱର ଆର୍‌ଟିଓ-୧ଙ୍କୁ ଭେଟି ଅସନ୍ତୋଷ ପ୍ରକାଶ କରିଥିଲେ।

ରାଜ୍ୟରେ ମୋଟର ସାଇକେଲଠାରୁ ଆରମ୍ଭ କରି ସମସ୍ତ ଭାରି ଓ ହାଲୁକା ଯାନ ଉପରେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ ହେଲେ, ଆଗକୁ ଏହା ଆନ୍ଦୋନର ରୂପ ନେବ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos