ଡିସେମ୍ବର ଶେଷ ସୁଦ୍ଧା ପ୍ରଚଳିତ ନୋଟ୍‌ର ୫୦% ଭରଣା ଲକ୍ଷ୍ୟ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ସୃଷ୍ଟି ହୋଇଥିବା ଟଙ୍କା ଅଭାବ ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି। ଚଳିତ ମାସ ଶେଷ ସୁଦ୍ଧା ପୂର୍ବରୁ ପ୍ରଚଳିତ ନୋଟ୍‌ର ୫୦ ପ୍ରତିଶତ ଭରଣା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ବଜାରର ଆବଶ୍ୟକତାକୁ ଦେଖି ଅଧିକ ୫୦୦ ଟଙ୍କିଆ ନୋଟ୍ ଛପା ଯାଉଥିବା ସେ କହିଛନ୍ତି। ଆଗରୁ ଯେତେ ଶହେ, ପଚାଶ, କୋଡ଼ିଏ ଓ ଦଶ […]

note

note

Rakesh Mallick
  • Published: Friday, 16 December 2016
  • Updated: 16 December 2016, 07:56 AM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ସୃଷ୍ଟି ହୋଇଥିବା ଟଙ୍କା ଅଭାବ ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି। ଚଳିତ ମାସ ଶେଷ ସୁଦ୍ଧା ପୂର୍ବରୁ ପ୍ରଚଳିତ ନୋଟ୍‌ର ୫୦ ପ୍ରତିଶତ ଭରଣା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ବଜାରର ଆବଶ୍ୟକତାକୁ ଦେଖି ଅଧିକ ୫୦୦ ଟଙ୍କିଆ ନୋଟ୍ ଛପା ଯାଉଥିବା ସେ କହିଛନ୍ତି। ଆଗରୁ ଯେତେ ଶହେ, ପଚାଶ, କୋଡ଼ିଏ ଓ ଦଶ ଟଙ୍କିଆ ନୋଟ୍ ଛଡ଼ା ଯାଉଥିଲା, ଏବେ ତା’ର ୩ ଗୁଣା ନୋଟ୍ ଛଡ଼ା ଯାଉଥିବା ସେ ସୂଚନା ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଯେଉଁଠି ଟଙ୍କାର ଅଭାବ ହେଉଛି ଅଗ୍ରାଧିକାର ଭିତ୍ତିରେ ସେସବୁ ସ୍ଥାନକୁ ଟଙ୍କା ପଠାଯାଉଥିବା ସଚିବ କହିଛନ୍ତି। ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍ ପୂର୍ବ ନୋଟ୍‌ଗୁଡ଼ିକ ତୁଳନାରେ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story