ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ଉନ୍ନତି

ମୁମ୍ବାଇ: ଡଲାର୍ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଆଜି ସୁଧାର ଆସିଛି। ଗତକାଲି ଟଙ୍କାର ବିନିମୟ ହ୍ରାସ ପାଇ ପ୍ରତି ଡଲାର ୬୬ ଟଙ୍କା ୬୫ ପଇସା ହୋଇଥିଲା। ତେବେ ଆଜି ଏହା ୬୬ ଟଙ୍କା ୦୯ ପଇସା ରହିଛି। ଏହା ସତ୍ତ୍ୱେ ରପ୍ତାନୀରେ ବୃଦ୍ଧି ଘଟିବା ସମ୍ଭାବନା କମ୍ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ଚୀନ ମୁଦ୍ରାରେ ଅବମୂଲ୍ୟାୟନ ଯୋଗୁଁ ଭାରତକୁ ଚୀନ୍ ସାମଗ୍ରୀର ରତ୍ପାନୀ ବୃଦ୍ଧି ଘଟିବ। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କୁ […]

rupeedollar

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 04:52 PM IST

ମୁମ୍ବାଇ: ଡଲାର୍ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ଆଜି ସୁଧାର ଆସିଛି। ଗତକାଲି ଟଙ୍କାର ବିନିମୟ ହ୍ରାସ ପାଇ ପ୍ରତି ଡଲାର ୬୬ ଟଙ୍କା ୬୫ ପଇସା ହୋଇଥିଲା। ତେବେ ଆଜି ଏହା ୬୬ ଟଙ୍କା ୦୯ ପଇସା ରହିଛି। ଏହା ସତ୍ତ୍ୱେ ରପ୍ତାନୀରେ ବୃଦ୍ଧି ଘଟିବା ସମ୍ଭାବନା କମ୍ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ଚୀନ ମୁଦ୍ରାରେ ଅବମୂଲ୍ୟାୟନ ଯୋଗୁଁ ଭାରତକୁ ଚୀନ୍ ସାମଗ୍ରୀର ରତ୍ପାନୀ ବୃଦ୍ଧି ଘଟିବ। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ପଡିବ।

Related story