‘ଇଜ୍ ଅଫ୍ ଡୁଇଂ ବିଜନେସ’ ପାଇଁ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ପାଇଁ ଚାଲିଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ବିଶ୍ୱବ୍ୟାଙ୍କ ଦ୍ୱାରା ଡିଆଇପିପି ରାଙ୍କିଙ୍ଗରେ ସାରା ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ୨୦୧୬ ଏପ୍ରିଲରେ ନୂଆ ରାଙ୍କିଙ୍ଗରେ କିଭଳି ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ ଏନେଇ ଉଦ୍ୟମ ପାଇଁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୨୦୧୬ ଫେବୃଆରୀ ୧୭ […]

m

m

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 04:02 AM IST

Sports

Latest News

ଭୁବନେଶ୍ୱର: ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ପାଇଁ ଚାଲିଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସଚିବାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ବିଶ୍ୱବ୍ୟାଙ୍କ ଦ୍ୱାରା ଡିଆଇପିପି ରାଙ୍କିଙ୍ଗରେ ସାରା ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ୨୦୧୬ ଏପ୍ରିଲରେ ନୂଆ ରାଙ୍କିଙ୍ଗରେ କିଭଳି ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ ଏନେଇ ଉଦ୍ୟମ ପାଇଁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୨୦୧୬ ଫେବୃଆରୀ ୧୭ ସୁଦ୍ଧା ଇ-ବିଜ୍ ଏବଂ କମ୍ୱାଇନଡ଼ ଇନସପେକ୍ସସନ୍ ଫ୍ରେମୱାର୍କ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଇ-ବିଜରେ ଜଳ, ଜମି, ବିଦ୍ୟୁତ୍, କାରଖାନା ଓ ଶ୍ରମିକଙ୍କ ଲାଇସେନ୍ସ ଆଦି ୧୪ଟି ବିଜନେସ୍ ସର୍ଭିସ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଅନୁମୋଦନ ଅନଲାଇନ୍ ଦ୍ୱାରା ହେବ। ସେହିପରି କମ୍ୱାଇନଡ୍ ଇନସ୍ପେକ୍ସସନ୍ ଫ୍ରେମୱାର୍କ ବ୍ୟବସ୍ଥାରେ ଶିଳ୍ପାନୁଷ୍ଠାନ ଯାଞ୍ଚ ବେଳେ ବିଭିନ୍ନ ବିଭାଗ ପକ୍ଷରୁ ଅଲଗା ଅଲଗା ଯାଞ୍ଚ କରାଯିବନି। ବରଂ ଗୋଟିଏ ଦିନରେ ସମ୍ମିଳିତ ଯାଞ୍ଚ ସହିତ ୪୮ ଘଣ୍ଟା ମଧ୍ୟରେ ଅନଲାଇନରେ ସମ୍ପୃକ୍ତ ସଂସ୍ଥାକୁ ରିପୋର୍ଟ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story