“ଫେବୃଆରୀ ଶେଷ ସୁଦ୍ଧା ନୋଟ୍‌ ଅଭାବ ଦୂର ହେବ”

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ୫୯ ଦିନରେ ପହଞ୍ଚିଛି। ତଥାପି ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କ ଓ ଏଟିଏମ୍‌ ସମ୍ମୁଖରେ ଭିଡ଼ କମିନି। ଏହି ସମସ୍ୟା କେତେ ଦିନ ଧରି ଲାଗି ରହିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଫେବୃଆରୀ ଶେଷ ସୁଦ୍ଧା ନୋଟ୍‌ ଅଭାବୀ ଦୂର ହେବ ବୋଲି ଆକଳନ କରିଛନ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଚିଫ୍‌ଇକୋନୋମିଷ୍ଟ ସୌମ୍ୟକାନ୍ତି ଘୋଷ। ସେ କହିଛନ୍ତି,“ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଯେଉଁ […]

Note

Note

Rakesh Mallick
  • Published: Friday, 06 January 2017
  • Updated: 06 January 2017, 07:50 PM IST

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ୫୯ ଦିନରେ ପହଞ୍ଚିଛି। ତଥାପି ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କ ଓ ଏଟିଏମ୍‌ ସମ୍ମୁଖରେ ଭିଡ଼ କମିନି। ଏହି ସମସ୍ୟା କେତେ ଦିନ ଧରି ଲାଗି ରହିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଫେବୃଆରୀ ଶେଷ ସୁଦ୍ଧା ନୋଟ୍‌ ଅଭାବୀ ଦୂର ହେବ ବୋଲି ଆକଳନ କରିଛନ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଚିଫ୍‌ଇକୋନୋମିଷ୍ଟ ସୌମ୍ୟକାନ୍ତି ଘୋଷ।

ସେ କହିଛନ୍ତି,“ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଯେଉଁ ପରିମାଣରେ ନୋଟ ଛାପୁଛି ଏହା ଜାରି ହେଲେ ଖୁବ୍‌ଶୀଘ୍ର ଏହି ସମସ୍ୟା ଦୂର ହୋଇଯିବ। ଆରବିଆଇ ଡିସେମ୍ୱର ଶେଷ ସୁଦ୍ଧା  ୪୪ ପ୍ରତିଶତ ପୁରୁଣା ନୋଟକୁ ନୂଆ ନୋଟ୍‌ରେ ପରିଣତ କରିଛି। ତେଣୁ ଅନୁମାନ କରାଯାଉଛି ଜାନୁଆରୀ ଶେଷ ବେଳକୁ ଆରବିଆଇ ୭୫ ପ୍ରତିଶତ ସ୍ଥାନରେ ୬୭ ପ୍ରତିଶତ ନୋଟ୍‌ ଦେଇପାରିବ। ତାହାହେଲେ ଫେ‍ବୃଆରୀ ଶେଷ ସୁଦ୍ଧା ନୋଟ୍‌ ଅଭାବୀ ଦୂର ହେବ ଏବଂ ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣରେ ନୋଟ୍‌ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story