ଆଜିଠୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ, କଳାଧନକୁ ଧଳା କରିବାର ଶେଷ ସୁଯୋଗ

ନୂଆଦିଲ୍ଲୀ: କଳାଧନକୁ ଧଳା କରିବା ପାଇଁ ଶେଷ ସୁଯୋଗ। ଆଜିଠୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଅଘୋଷିତ ଆୟକୁ ଧଳା କରିପାରିବେ ଗଚ୍ଛିତକାରୀ। ୩୦ ପ୍ରତିଶତ ଟ୍ୟାକ୍ସ, ୧୦ ପ୍ରତିଶତ ଜରିମାନା ଓ ୧୦ ପ୍ରତିଶତ ଗରିବ କଲ୍ୟାଣ ସେସ୍- ଏହି ପରି ମୋଟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେଇ କଳା ଟଙ୍କାକୁ ଧଳା କରି ହେବ। ସେହିପରି ଅଘୋଷିତ ରାଶିର ୨୫ ପ୍ରତିଶତ ବିନା ସୁଧରେ ୪ ବର୍ଷ ପାଇଁ […]

rupees

rupees

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 08:09 AM IST

Sports

Latest News

ନୂଆଦିଲ୍ଲୀ: କଳାଧନକୁ ଧଳା କରିବା ପାଇଁ ଶେଷ ସୁଯୋଗ। ଆଜିଠୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଅଘୋଷିତ ଆୟକୁ ଧଳା କରିପାରିବେ ଗଚ୍ଛିତକାରୀ। ୩୦ ପ୍ରତିଶତ ଟ୍ୟାକ୍ସ, ୧୦ ପ୍ରତିଶତ ଜରିମାନା ଓ ୧୦ ପ୍ରତିଶତ ଗରିବ କଲ୍ୟାଣ ସେସ୍- ଏହି ପରି ମୋଟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେଇ କଳା ଟଙ୍କାକୁ ଧଳା କରି ହେବ। ସେହିପରି ଅଘୋଷିତ ରାଶିର ୨୫ ପ୍ରତିଶତ ବିନା ସୁଧରେ ୪ ବର୍ଷ ପାଇଁ ପାଇଁ ସରକାରଙ୍କ ପାଖରେ ରଖିବାକୁ ପଡ଼ିବ। କଳାଧନ ଘୋଷଣାକାରୀଙ୍କ ପରିଚୟ ସଂପୂର୍ଣ୍ଣ ଗୁପ୍ତ ରଖାଯିବ। ତେବେ କଳା ଟଙ୍କା ଘୋଷଣା ନ କରି ଧରାପଡ଼ିଲେ ୭୭ ପ୍ରତିଶତରୁ ଅଧିକ ଟ୍ୟାକ୍ସ ସହ ୧୦ ପ୍ରତିଶତ ଜରିମାନ ଦେବାକୁ ହେବ। ତା’ସହିତ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ସରକାର ପୂର୍ବରୁ ଆରମ୍ଭ କରିଥିବା କଳାଧନା ଘୋଷଣା ସ୍କିମ୍ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲା। ଏହାପରେ ଗତ ନଭେମ୍ବର ୨୯ ତାରିଖରେ ସରକାର ସଂଶୋଧିତ ଆୟକର ଆଇନ ଆଣିଥିଲେ। ଏପଟେ ଆଜିଠୁ ଆରମ୍ଭ ହେଉଥିବା ଏହି ସ୍କିମ୍ ମାର୍ଚ୍ଚ ୩୧ଯାଏଁ ଚାଲିବ। ଏହି ଯୋଜନାରେ ସରକାରଙ୍କ ନିକଟକୁ ଯେଉଁ ଅର୍ଥ ଆସିବ ତାହା ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ପାଇଖାନା ନିର୍ମାଣ କାମରେ ବିନିଯୋଗ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story